ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କପିଳେଶ୍ୱର ମନ୍ଦିର ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ କଡ଼ା ଭାଷାରେ ଜବାବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସରକାରଙ୍କୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଛି। ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଭଉଣୀ ବୋଲି କହିବା ସହ ତାଙ୍କୁ ରାଜନୀତିକୁ ଆଣି ସେ ପ୍ରାର୍ଥୀ କରାଇଥିବା ମଧ୍ୟ କହିଛନ୍ତି। … Continue reading ବିଜେଡିକୁ କଡ଼ା ଭାଷାରେ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ